
Description
OPSC ASO MOCK TEST : 2026-27
✅ Batch Highlights:
🔴 800+ Chapter Wise PYQs Test
🔴 30 Full Length Mock Test
🔴 Previous Year Questions
🔴 Total - 20,000+ Questions
🎯 FULL DESCRIPTION
🏅800+ PYQs Test
ଏଥିରେ OPSC/OSSSC /OSSC/Odisha Police ର ପୂର୍ବ ବର୍ଷର PYQs Topic Wise Test ପାଇବେ |
🏅30 Full Length Mock Test
ଏଥିରେ New Exam Pattern ଏବଂ New Syllabus ଅନୁସାରେ Mock Test ପାଇବେ |
1. Odia Mock- 06 Test
2. English Mock- 06 Test
3. Reasoning & Mental Ability Mock- 06 Test
4. Mathematics Mock- 06 Test
5. GS Mock- 06 Test
🎯 Note – (ଆପଣଙ୍କ ପ୍ରଶ୍ନ)
୧. ମୁଁ କଣ Test କୁ Laptop ରେ Access କରି ପାରିବି ?
Ans - Yes (Visit Our Website : www.odishamocktest.com)
୨. ଟେଷ୍ଟ ଦେଇସାରିଲା ପରେ ଆମେ ଆମର result ଜାଣିପାରିବା ?
Ans - Yes
୩. ପଇସା Refund ହୋଇପାରିବ କି ?
Ans - No (Test ଟି କିଣିବା ପୂର୍ବରୁ, ଠିକ୍ ଭାବରେ ଚେକ୍ କରି କିଣନ୍ତୁ, କାହିଁକି ନା ଥରେ Payment ହେଇଗଲା ପରେ ଆଉ ପଇସା Refund ହେଇପାରିବ ନାହିଁ)
🎯 Disclaimer : ମନେରଖନ୍ତୁ, ଆମେ କାହାକୁ ବାଧ୍ୟ କରୁନାହୁଁ ଆପଣମାନେ Test Series ରେ Join କରନ୍ତୁ, ଯଦି ଆପଣ ମାନଙ୍କୁ ଆମର TEST ଠିକ ଲାଗୁଛି, ତାହେଲେ Join କରନ୍ତୁ | No Screenshot & No Print out.
